or_tn/1th/05/04.md

12 lines
942 B
Markdown

# you, brothers
ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I
# are not in darkness
ପାଉଲ ମନ୍ଦତା ଓ ଈଶ୍ବରଙ୍କ ବିଷୟରେ ଅଜ୍ଞତା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଅନ୍ଧକାର I ବିକଳ୍ପ ଅନୁବାଦ: “ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ସଦୃଶ ତୁମ୍ଭେମାନେ ଅଜ୍ଞ ନୁହଁ” (ଦେଖ: [[rc://*/ta/man/translate/figs-metaphor]])
# so that the day would overtake you like a thief
ପ୍ରଭୁଙ୍କ ଆସିବା ଦିନର ସମୟ ବିଶ୍ବାସୀମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟର ବିଷୟ ହେବା ଉଚିତ ନୁହଁ I (ଦେଖ: [[rc://*/ta/man/translate/figs-simile]])