or_tn/1th/05/02.md

532 B

perfectly well

ଉତ୍ତମଭାବରେ କିମ୍ବା “ସଠିକ୍ ଭାବରେ”

like a thief in the night

ଯେପରି ଜଣେ ଜାଣି ନ ଥାଏ ଯେ କେଉଁ ରାତ୍ରିରେ ଚୋର ଆସିବ, ଆମ୍ଭେମାନେ ଜାଣୁନାହୁଁ ଯେ ପ୍ରଭୁଙ୍କ ଦିନ କେବେ ଆସିବ I ବିକଳ୍ପ ଅନୁବାଦ: “ଅପ୍ରତ୍ୟାଶିତ ଭାବରେ” (ଦେଖ: rc://*/ta/man/translate/figs-simile)