or_tn/1th/05/01.md

1.1 KiB

General Information:

ଏହି ଅଧ୍ୟାୟରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ କରାଯାଇ ନ ଥିଲେ ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଅଟେ ଓ ଥେସଲନୀକୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

Connecting Statement:

ପାଉଲ ଯୀଶୁଙ୍କ ପୁନରାଗମନ ଦିନ ସମ୍ବନ୍ଧରେ କହିବା ଜାରିରଖିଛନ୍ତି I

the times and seasons

ଏହା ପ୍ରଭୁ ଯୀଶୁଙ୍କ ପୁନରାଗମନର ପୂର୍ବ ଘଟଣା ସବୁକୁ ବୁଝାଏ I

brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I