or_tn/1th/04/16.md

788 B

the Lord himself will descend

ପ୍ରଭୁ ସ୍ବୟଂ ନିଜେ ଓହ୍ଲାଇ ଆସିବେ

the archangel

ପ୍ରଧାନ ଦୂତ

the dead in Christ will rise first

“ଖ୍ରୀଷ୍ଟରେ ଥାଇ ମୃତ୍ୟୁଭୋଗ କରିଥିବା” ଲୋକମାନେ ହେଉଛନ୍ତି, ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଛନ୍ତି, କିନ୍ତୁ ମୃତ୍ୟୁଭୋଗ କରିସାରିଛନ୍ତି, ସେମାନେ ପ୍ରଥମରେ ଉଠିବେ” (ଦେଖ: rc://*/ta/man/translate/figs-explicit)