or_tn/1th/04/12.md

1.2 KiB

walk properly

ଏଠାରେ “ଆଚରଣ କରିବା” ହେଉଛି ଜୀବନଯାପନ କରିବା” କିମ୍ବା “ଭଲ ବ୍ୟବହାର ଦେଖାଇବା I” ବିକଳ୍ପ ଅନୁବାଦ: “ଉପଯୁକ୍ତ ବ୍ୟବହାର କର” (ଦେଖ: rc://*/ta/man/translate/figs-metaphor)

properly

ଏ ପ୍ରକାର ଭାବରେ ଯେ ତାହା ଅନ୍ୟମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ବିଷୟ ଦେଖାଇବ ଓ ସେମାନଙ୍କର ସମ୍ମାନ ଲାଭ କରିବ

before outsiders

ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ବିଶ୍ବାସୀମାନେ ରହୁଥିବା ସ୍ଥାନ ବାହାରେ ଅଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ଦୃଷ୍ଟିରେ” (ଦେଖ: rc://*/ta/man/translate/figs-metaphor)