or_tn/1th/04/11.md

1.6 KiB

to aspire

ଚେଷ୍ଟା କରିବାକୁ

live quietly

ପାଉଲ “ଶାନ୍ତିରେ” ଶବ୍ଦକୁ ଗୋଟିଏ ରୂପକ ଭାବରେ ବ୍ୟବହାର କରିଛନ୍ତି ଯାହା ନିଜ ସମାଜ ମଧ୍ୟରେ କଳହ ସହିତ ନୁହଁ, କିନ୍ତୁ ଶାନ୍ତିରେ ବାସ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ଶାନ୍ତ ଓ ଶୃଙ୍ଖଳିତ ଭାବରେ ବାସ କର” (ଦେଖ: rc://*/ta/man/translate/figs-metaphor)

take care of your own responsibilities

ନିଜ କାମ ନିଜେ କର କିମ୍ବା “ତୁମ ଦାୟିତ୍ବରେ ଥିବା ଜିନିଷଗୁଡିକର ଯତ୍ନ ନିଅ I” ଏହା ମଧ୍ୟ ସୂଚାଇଥାଏ ଯେ ଆମ୍ଭେମାନେ ନିରର୍ଥକ ଗପ ଓ ଅନ୍ୟମାନଙ୍କର କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ I (ଦେଖ: rc://*/ta/man/translate/figs-explicit)

work with your hands

ଏକ ଫଳପ୍ରଦ ଜୀବନଯାପନ ନିମନ୍ତେ ଏହା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜୀବନଯାପନ ନିମନ୍ତେ ଯାହା ପ୍ରୟୋଜନ, ତାହା ଉପାର୍ଜନ କରିବା ନିମନ୍ତେ ନିଜର କାର୍ଯ୍ୟ କର” (ଦେଖ: rc://*/ta/man/translate/figs-metaphor)