or_tn/1th/04/06.md

1.2 KiB

no man

ଏଠାରେ “ମନୁଷ୍ୟ” ଜଣେ ପୁରୁଷ କିମ୍ବା ସ୍ତ୍ରୀ ଲୋକକୁ ବୁଝାଏ I “କେହି ନୁହଁ” କିମ୍ବା “କୌଣସି ବ୍ୟକ୍ତି ନୁହଁ” (ଦେଖ: rc://*/ta/man/translate/figs-gendernotations)

transgress and wrong

ଧାରଣାଟିକୁ ଜୋର୍ ଦେବାପାଇଁ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ପ୍ରକାଶ କରୁଥିବା ଏହା ଗୋଟିଏ ଯୁଗ୍ମ ଶବ୍ଦ I (ଦେଖ: rc://*/ta/man/translate/figs-doublet)

the Lord is an avenger

ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅପରାଧ କରିଥିବା ଲୋକକୁ ଈଶ୍ବର ଦଣ୍ଡ ଦେବେ ଓ ଯାହା ପ୍ରତି ଅନ୍ୟାୟ କରାଯାଇଛି, ତାହାକୁ ରକ୍ଷା କରିବେ” (ଦେଖ: rc://*/ta/man/translate/figs-explicit)

forewarned you and testified

ପୂର୍ବରୁ କହିଥିଲୁ ଓ ତା ବିରୁଦ୍ଧରେ ଦୃଢଭାବେ ସାବଧାନ କରାଇଥିଲୁ