or_tn/1th/04/01.md

1.3 KiB

brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

we encourage and exhort you

ସେମାନେ ବିଶ୍ବାସୀମାନଙ୍କୁ କେତେ ଦୃଢ଼ଭାବରେ ଉତ୍ସାହ ପ୍ରଦାନ କରୁଛନ୍ତି, ସେଥିର ଗୁରୁତ୍ବଦେବାପାଇଁ ପାଉଲ “ଉତ୍ସାହ ଦେବା” ଓ ""ପରାମର୍ଶ ଦେବା” ଶବ୍ଦଗୁଡିକ ବ୍ୟବହାର କରୁଛନ୍ତି I(ଦେଖ: rc://*/ta/man/translate/figs-doublet)

you received instructions from us

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଲୁ” (ଦେଖ: rc://*/ta/man/translate/figs-activepassive)

you must walk

ଏଠାରେ “ଆଚରଣ କରିବା”ର ଅର୍ଥ ଜଣକର ଜୀବନ ଯାପନର ମାର୍ଗକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଜୀବନଯାପନ କରିବକୁ ହେବ” (ଦେଖ: rc://*/ta/man/translate/figs-metaphor)