or_tn/1th/02/19.md

2.1 KiB

For what is our hope, or joy, or crown of pride in front of our Lord Jesus at his coming? Is it not you?

ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଆସି ଦେଖିବାକୁ ଚାହୁଁଥିବା କାରଣଗୁଡିକୁ ଗୁରୁତ୍ବଦେବାକୁ ପାଉଲ ପ୍ରଶ୍ନଗୁଡିକୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଆଗମନ ସମୟରେ ଆମ୍ଭମାନଙ୍କ ଭବିଷ୍ୟତର ଭରସା ଓ ଆନନ୍ଦ ଏବଂ ଦର୍ପର ମୁକୁଟ ଅଟ” (ଦେଖ: rc://*/ta/man/translate/figs-rquestion)

our hope ... Is it not you

“ଭରସା” କହିବା ଦ୍ବାରା ପାଉଲ କହୁଛନ୍ତି ଯେ ତାହାଙ୍କର କର୍ମ ନିମନ୍ତେ ଈଶ୍ବର ତାହାଙ୍କୁ ପୁରସ୍କାର ଦେବେ ବୋଲି ତାଙ୍କର ନିଶ୍ଚୟତା ଅଛି I ଥେସଲନୀକୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କ ଭରସାର କାରଣ ଅଟନ୍ତି I (ଦେଖ: rc://*/ta/man/translate/figs-metonymy)

or joy

ଥେସଲନୀକୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କ ଆନନ୍ଦର କାରଣ ଅଟନ୍ତି I (ଦେଖ: rc://*/ta/man/translate/figs-metonymy)

crown of pride

ଏଠାରେ “ମୁକୁଟ”ର ଅର୍ଥ ବିଜୟୀ କ୍ରୀଡାବିତ୍ ମାନଙ୍କୁ ଦିଆଯାଉଥିବା ଲରେଲ୍ ପତ୍ରର ମାଳାକୁ ବୁଝାଏ I “ଦର୍ପର ମୁକୁଟ” ଭାବଟିର ଅର୍ଥ ହେଉଛି ବିଜୟ ନିମନ୍ତେ ଅବା ଉତ୍ତମ କର୍ମ କରିଥିବା ସକାଶୁ ଦିଆଯାଉଥିବା ପୁରସ୍କାର I (ଦେଖ: rc://*/ta/man/translate/figs-metonymy)