or_tn/1th/02/17.md

1.5 KiB

brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

in person not in heart

ଏଠାରେ “ହୃଦୟ” ଭାବନା ଓ ଭାବପ୍ରବଣତାକୁ ବୁଝାଏ I ଯଦିଓ ପାଉଲ ଓ ତାହାଙ୍କର ସହଯାତ୍ରୀମାନେ ଶାରୀରିକଭାବେ ଥେସଲନୀକୀରେ ଉପସ୍ଥିତ ନ ଥିଲେ, ତଥାପି ସେମାନେ ସେଠାକାର ବିଶ୍ବାସୀମାନଙ୍କର ଯତ୍ନ ନେବାକୁ ଓ ସେମାନଙ୍କ ସକାଶେ ଚିନ୍ତା କରିବାକୁ ଜାରିରଖିଥିଲେ I ବିକଳ୍ପ ଅନୁବାଦ: “ଶାରୀରିକଭାବେ ଉପସ୍ଥିତ ନ ଥିଲେ ସୁଦ୍ଧା ଆମ୍ଭେମାନେ ତୁମ୍ଭମାନଙ୍କ ସକାଶେ ଚିନ୍ତା କରୁଥିଲୁ” (ଦେଖ: rc://*/ta/man/translate/figs-metonymy)

to see your face

ଏଠାରେ “ତୁମ୍ଭମାନଙ୍କ ମୁଖ”ର ଅର୍ଥ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଦେଖିବାକୁ” କିମ୍ବା “ତୁମ୍ଭମାନଙ୍କ ସହିତ ରହିବାକୁ” (ଦେଖ: rc://*/ta/man/translate/figs-synecdoche)