or_tn/1th/02/13.md

2.4 KiB

General Information:

ପାଉଲ “ଆମ୍ଭେମାନେ” ଶବ୍ଦକୁ ଆପଣାକୁ ଓ ଆପଣା ସହଯାତ୍ରୀମାନଙ୍କୁ ଏବଂ “ତୁମ୍ଭେମାନେ” ଶବ୍ଦକୁ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଇବା ନିମନ୍ତେ ବ୍ୟବହାର କରି ଚାଲିଛନ୍ତି I

we also thank God constantly

ପାଉଲ ଈଶ୍ବରଙ୍କୁ ବାରମ୍ବାର ଧନ୍ୟବାଦ ଦେଉଛନ୍ତି ଯେ ସେମାନେ ତାହାଙ୍କ ପ୍ରଚାରିତ ସୁସମାଚାରର ସମ୍ବାଦକୁ ଗ୍ରହଣ କରିଛନ୍ତି I

not as the word of man

ଏଠାରେ ମନୁଷ୍ୟର ବାକ୍ୟ ଗୋଟିଏ ରୂପକ ଯାହା “କେବଳ ଜଣେ ମନୁଷ୍ୟଠାରୁ ଆସିଥିବା ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “(ଏହା) ଜଣେ ମନୁଷ୍ୟକୃତ ସମ୍ବାଦ ନ ଥିଲା” (ଦେଖ: rc://*/ta/man/translate/figs-synecdoche)

you accepted it ... as it truly is, the word of God

ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରୁ ଆସିଥିବା ସମ୍ବାଦକୁ ସତ୍ୟସମ୍ବାଦ ଭାବରେ ...ତୁମ୍ଭେମାନେ ଗ୍ରହଣ କଲ” (ଦେଖ: rc://*/ta/man/translate/figs-metonymy)

which is also at work in you who believe

ପାଉଲ ଈଶ୍ବରଙ୍କ ସୁସମାଚାରର ସମ୍ବାଦ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି, ଯେ କି ଉତ୍ତମ କାର୍ଯ୍ୟ କରୁଥିଲା I “ବାକ୍ୟ” ଶବ୍ଦଟି “ସମ୍ବାଦ”କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ବାସ କରୁଛନ୍ତି, ସେମାନେ ଶୁଣୁଛନ୍ତି ଓ ଆଜ୍ଞାପାଳନ କରିବାକୁ ଆରମ୍ଭ କରୁଛନ୍ତି"" (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metonymy]])