or_tn/1th/02/12.md

1.4 KiB

exhorting you and encouraging and urging you

ପାଉଲଙ୍କର ଦଳ କିପରି ଉଦ୍ଯୋଗର ସହ ଥେସଲନୀକୀୟମାନଙ୍କୁ ଉତ୍ସାହିତ କରିଥିଲେ, ତାହା ପ୍ରକାଶ କରିବାକୁ “ଉପଦେଶ ଦେଇ,” ଉତ୍ସାହ ଦେଇ” ଓ ""ଅନୁରୋଧ କରି” ଶବ୍ଦଗୁଡିକ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଦୃଢ଼ଭାବେ ଉତ୍ସାହ ଦେଉଥିଲୁ” (ଦେଖ: rc://*/ta/man/translate/figs-doublet)

into his own kingdom and glory

“ଗୌରବ” ଶବ୍ଦଟି “ରାଜ୍ୟ” ଶବ୍ଦକୁ ବର୍ଣ୍ଣନା କରେ I ବିକଳ୍ପ ଅନୁବାଦ: “ତାହାଙ୍କ ନିଜର ଗୌରବମୟ ରାଜ୍ୟ ମଧ୍ୟକୁ” (ଦେଖ: rc://*/ta/man/translate/figs-hendiadys)

to walk in a manner that is worthy of God

ଏଠାରେ ଆଚରଣ କରିବା “ଜୀବନ ଯାପନ କରିବା” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଜୀବନ ଯାପନ କର, ଯେପରି ଲୋକମାନେ ଈଶ୍ବରଙ୍କ ବିଷୟରେ ଉତ୍ତମ ଚିନ୍ତା କରିବେ” (ଦେଖ: rc://*/ta/man/translate/figs-metaphor)