or_tn/1th/02/04.md

809 B

approved by God to be trusted

ପାଉଲ ଈଶ୍ବରଙ୍କ ଦ୍ବାରା ବିଶ୍ବସ୍ତ ବୋଲି ପରିକ୍ଷୀତ ଓ ପ୍ରମାଣିତ ହୋଇଥିଲେ

we speak

ପାଉଲ ସୁସମାଚାର ବାକ୍ୟର ପ୍ରଚାରକୁ ଉଲ୍ଲେଖ କରୁଛନ୍ତି I (ଦେଖ: rc://*/ta/man/translate/figs-explicit)

who examines our hearts

“ହୃଦୟ” ଶବ୍ଦଟି ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଇଚ୍ଛା ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଆମ୍ଭମାନଙ୍କର ଇଚ୍ଛା ଓ ଭାବନାକୁ ଜାଣନ୍ତି” (ଦେଖ: rc://*/ta/man/translate/figs-metonymy)