or_tn/1th/02/01.md

1.3 KiB

Connecting Statement:

ପାଉଲ ବିଶ୍ବାସୀମାନଙ୍କର ସେବା ଓ ପୁରସ୍କାରର ପରିଭାଷା କହୁଛନ୍ତି I

you yourselves

“ତୁମ୍ଭେମାନେ” ଓ “ତୁମ୍ଭେମାନେ ନିଜେ” ଶବ୍ଦଗୁଡିକ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/tw/dict/bible/kt/testimony)

brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

our coming

“ଆମ୍ଭମାନଙ୍କ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: [[rc:///tw/dict/bible/kt/godly]]) (ଦେଖ: [[rc:///tw/dict/bible/kt/holy]])

was not useless

ଏହାକୁ ସକରାତ୍ମକଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅତି ବହୁମୂଲ୍ୟ ଥିଲା” (ଦେଖ: rc://*/ta/man/translate/figs-rpronouns)