or_tn/1th/01/intro.md

956 B

୧ ଥେସଲନୀକୀୟ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧ ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଏ I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I

ଏହି ଅଧ୍ୟାୟର ବିଶେଷ ଧାରଣା

କ୍ଲେଶ

ଥେସଲନୀକୀର ଖ୍ରୀଷ୍ଟିୟାନମାନଙ୍କୁ ଅନ୍ୟଲୋକମାନେ ତାଡନା କରୁଥିଲେ I କିନ୍ତୁ ସେଠାକାର ଖ୍ରୀଷ୍ଟିୟାନମାନେ ତାହାର ଠିକ୍ ମୁକାବିଲା କରିଥିଲେ I (ଦେଖ: rc://*/ta/man/translate/figs-explicit)