or_tn/1th/01/09.md

2.1 KiB

For they themselves

ପାଉଲ ଆଖପାଖ ଅଞ୍ଚଳରେ ରହିଥିବା ମଣ୍ଡଳୀ ଗୁଡିକ ବିଷୟରେ କହୁଛନ୍ତି, ଯେଉଁମାନେ ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ଶୁଣିଛନ୍ତି I

they themselves

ଏଠାରେ ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ଶୁଣିଥିବା ଲୋକମାନଙ୍କୁ ଗୁରୁତ୍ବ ଦେବାକୁ ”ନିଜେ ନିଜେ” ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-rpronouns)

what kind of reception we had among you

ଗୁଣବାଚକ ବିଶେଷ୍ୟ “ଗ୍ରହଣ” ଶବ୍ଦକୁ “ଗ୍ରହଣ କରିବା” କିମ୍ବା “ସ୍ବାଗତ କରିବା” କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କେତେ ଆନନ୍ଦର ସହ ଆମ୍ଭମାନଙ୍କୁ ଗ୍ରହଣ କଲ” କିମ୍ବା “ତୁମ୍ଭେମାନେ କେତେ ଆନନ୍ଦର ସହ ଆମ୍ଭମାନଙ୍କୁ ସ୍ବାଗତ କଲ” (ଦେଖ: rc://*/ta/man/translate/figs-metonymy)

you turned to God from the idols to serve the living and true God

ଏଠାରେ “ଠାରୁ ...ପ୍ରତି ଫେରିଲ” ଗୋଟିଏ ରୂପକ, ଯାହାର ଅର୍ଥ ଜଣେ ବ୍ୟକ୍ତିଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଓ ଆଉ ଜଣେ ବ୍ୟକ୍ତିଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ବନ୍ଦ କରିବା I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରତିମାପୂଜା ବନ୍ଦ କଲ ଓ ଜୀବିତ ଏବଂ ସତ୍ୟ ଈଶ୍ବରଙ୍କ ଉପାସନା କରିବାକୁ ଆରମ୍ଭ କଲ” (ଦେଖ: rc://*/ta/man/translate/figs-metaphor)