or_tn/1th/01/04.md

894 B

Connecting Statement:

ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ନିରନ୍ତର ଧନ୍ୟବାଦ ଦେଇ ଈଶ୍ବରଙ୍କଠାରେ ଥିବା ସେମାନଙ୍କର ବିଶ୍ବାସ ନିମନ୍ତେ ସେମାନଙ୍କୁ ପ୍ରଶଂସା କରୁଛନ୍ତି I

Brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

we know

“ଆମ୍ଭେମାନେ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)