or_tn/1th/01/02.md

1.2 KiB

General Information:

ଏହି ପତ୍ରରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଅନ୍ୟପ୍ରକାରେ ସୂଚିତ କରାଯାଇ ନ ଥିଲେ, ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ ଥେସଲନୀକୀ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

We always give thanks to God

ଏଠାରେ “ନିରନ୍ତର” ସୂଚାଇଥାଏ ଯେ ଯେତେବେଳେ ପାଉଲ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ସେ ଆପଣା ପ୍ରାର୍ଥନାରେ ଅବିରତ ଥେସଲନୀକୀୟମାନଙ୍କୁ ସ୍ମରଣ କରୁଛନ୍ତି I

we mention you continually in our prayers

ଆମ୍ଭେମାନେ ନିରନ୍ତର ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ