or_tn/1pe/05/13.md

1.7 KiB
Raw Permalink Blame History

The woman who is in Babylon

ଏଠାରେ “ମଣ୍ଡଳୀ” ସମ୍ଭବତଃ ବାବିଲୋନ୍ ରେ ବାସ କରୁଥିବା ବିଶ୍ବାସୀମାନଙ୍କୁ ବୁଝାଏ I “ବାବିଲୋନ୍”ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ରୋମ୍ ନଗରୀର ଗୋଟିଏ ନିଦର୍ଶନ, ) ଏହା ଖ୍ରୀଷ୍ଟିୟାନମାନେ ଦୁଃଖଭୋଗ କରୁଥିବା ଯେ କୌଣସି ସ୍ଥାନ ନିମନ୍ତେ ଗୋଟିଏ ନିଦର୍ଶନ, କିଅବା ୩) ଏହା ଆକ୍ଷରିକ ଭାବରେ ବାବିଲୋନ୍ ନଗରୀକୁ ବୁଝାଏ I ଏହା ଅଧିକନ୍ତୁ ଭାବରେ ରୋମ୍ ନଗରୀକୁ ବୁଝାଏ I (ଦେଖ: rc://*/ta/man/translate/writing-symlanguage)

who is chosen together with you

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ତୁମ୍ଭମାନଙ୍କ ପରି ମନୋନୀତ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

my son

ପିତର ମାର୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ତାହାଙ୍କର ଆତ୍ମିକ ପୁତ୍ର ଅଟନ୍ତି I ବିକଳ୍ପ ଅନୁବାଦ: “ମୋହର ଆତ୍ମିକ ପୁତ୍ର” କିମ୍ବା “ଯେ କି ମୋହର ପୁତ୍ର ସଦୃଶ” (ଦେଖ: rc://*/ta/man/translate/figs-metaphor)