or_tn/1pe/05/12.md

1.4 KiB

I have written to you briefly through him

ପିତର ସିଲ୍ବାନଙ୍କୁ ଏହି ପତ୍ରରେ ଯାହାସବୁ ଲେଖିବାକୁ କହିଲେ ସେ ତାହା ଲେଖିଲେ I

what I have written is the true grace of God

ମୁଁ ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ବିଷୟରେ ଲେଖିଅଛି I ଏଠାରେ “ଅନୁଗ୍ରହ” ଶବ୍ଦଟି ସୁସମାଚାରର ସମ୍ବାଦକୁ ବୁଝାଏ, ଯାହା ଈଶ୍ବର ବିଶ୍ବାସୀମାନଙ୍କ ପ୍ରତି କରିଥିବା ଦୟାର କାର୍ଯ୍ୟସବୁ ବିଷୟରେ କହିଥାଏ I (ଦେଖ: rc://*/ta/man/translate/figs-metonymy)

Stand in it

“ଏହି” ଶବ୍ଦଟି “ଈଶ୍ବରଙ୍କ ସତ୍ୟ ଅନୁଗ୍ରହ”କୁ ବୁଝାଏ I ଏହି ଅନୁଗ୍ରହ ପ୍ରତି ଦୃଢ଼ଭାବରେ ସମର୍ପିତ ହେବା ବିଷୟକୁ, ଗୋଟିଏ ସ୍ଥାନରେ ଦୃଢ଼ଭାବରେ ନିଶ୍ଚଳହୋଇ ଛିଡାହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହା ପ୍ରତି ଦୃଢ଼ ଭାବରେ ସମର୍ପିତ ହୋଇ ରହିଥାଅ” (ଦେଖ: rc://*/ta/man/translate/figs-metaphor)