or_tn/1pe/05/10.md

2.0 KiB
Raw Permalink Blame History

General Information:

ଏହା ପିତରଙ୍କ ପତ୍ରର ଶେଷ ଅଟେ I ଏଠାରେ ସେ ଆପଣା ପତ୍ରର ଶେଷ ମନ୍ତବ୍ୟ ଓ ଆପଣାର ଶେଷ ନମସ୍କାର ଦେଉଛନ୍ତି I

for a little while

ଅଳ୍ପ ସମୟ ନିମନ୍ତେ

the God of all grace

ଏଠାରେ “ଅନୁଗ୍ରହ” ଶବ୍ଦଟି ଈଶ୍ବର ଦେଉଥିବା ବିଷୟ କିମ୍ବା ଈଶ୍ବରଙ୍କ ଚରିତ୍ରକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସର୍ବଦା ଈଶ୍ବର ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପ୍ରୟୋଜନ ବିଷୟ ଯୋଗାନ୍ତି” କିମ୍ବା ) “ଯେଉଁ ଈଶ୍ବର ସର୍ବଦା ଅନୁଗ୍ରହକାରୀ ଅଟନ୍ତି I”

who called you to his eternal glory in Christ

ଯେ ତୁମ୍ଭମାନଙ୍କୁ ତାହାଙ୍କ ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ମନୋନୀତ କରିଛନ୍ତି, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଅଟ

perfect you

ସିଦ୍ଧ କରିବେ କିମ୍ବା “ସଂସ୍ଥାପନ କରିବେ” କିଅବା “ପୁନର୍ବାର ସବଳ କରିବେ”

establish you, and strengthen you

ଏହି ଦୁଇଟି ଭାବର ଏକାପରି ଅର୍ଥ ଅଛି, ଅର୍ଥାତ୍, ଈଶ୍ବର ବିଶ୍ବାସୀମାନଙ୍କୁ ସେମାନେ ଯେ କୌଣସି ପ୍ରକାର ଦୁଃଖଭୋଗ କରୁଥିଲେ ସୁଦ୍ଧା ତାହାଙ୍କଠାରେ ଭରସା କରିବାକୁ ଓ ତାହାଙ୍କର ଅଜ୍ଞାବହ ହେବାକୁ ସକ୍ଷମ କରିବେ I (ଦେଖ: rc://*/ta/man/translate/figs-metaphor)