or_tn/1pe/05/06.md

651 B

under God's mighty hand so

ଏଠାରେ “ହସ୍ତ” ନମ୍ର ଲୋକକୁ ଉଦ୍ଧାର କରିବାକୁ ଓ ଗର୍ବୀକୁ ଦଣ୍ଡ ଦେବାକୁ ଥିବା ଈଶ୍ବରଙ୍କ ପରାକ୍ରମକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମହା ପରାକ୍ରମ ତଳେ, ଯେପରି” କିମ୍ବା “ଈଶ୍ବରଙ୍କ ସମ୍ମୁଖରେ, ଏହା ଜାଣି ଯେ ତାହାଙ୍କର ମହା ପରାକ୍ରମ ଅଛି, ଯେପରି” (ଦେଖ: rc://*/ta/man/translate/figs-metonymy)