or_tn/1pe/04/19.md

980 B

entrust their souls

ଏଠାରେ “ଆତ୍ମା” ଶବ୍ଦଟି ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ସମର୍ପଣ କରନ୍ତି” କିମ୍ବା “ଆପଣା ଆପଣା ଜୀବନକୁ ସମର୍ପଣ କରନ୍ତି” (ଦେଖ: rc://*/ta/man/translate/figs-synecdoche)

in well-doing

ଗୁଣବାଚକ ବିଶେଷ୍ୟ “ସତ୍କାର୍ଯ୍ୟ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ସତ୍କାର୍ଯ୍ୟ କରନ୍ତି” କିମ୍ବା “ଯେତେବେଳେ ସେମାନେ ଯଥାର୍ଥ ଜୀବନ କାଟନ୍ତି” (ଦେଖ: rc://*/ta/man/translate/figs-abstractnouns)