or_tn/1pe/04/18.md

1.8 KiB

the righteous ... what will become of the ungodly and the sinner?

ବିଶ୍ବାସୀମାନଙ୍କ ଅପେକ୍ଷା ପାପୀମାନେ ଅଧିକ ଦୁଃଖଭୋଗ କରିବେ ବୋଲି ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ ... ଅଧାର୍ମିକ ଓ ପାପୀମାନଙ୍କ ନିମନ୍ତେ ପରିଣାମ ଅଧିକ ମନ୍ଦ ହେବ” (ଦେଖ: rc://*/ta/man/translate/figs-rquestion)

what will become of the ungodly and the sinner

ଅଧାର୍ମିକ ଓ ପାପୀମାନଙ୍କ ନିମନ୍ତେ କଅଣ ହେବ

If it is difficult for the righteous to be saved

ଏଠାରେ “ପରିତ୍ରାଣ” ଶବ୍ଦଟି ଖ୍ରୀଷ୍ଟଙ୍କ ପୁନରାଗମନ ସମୟର ଶେଷ ପରିତ୍ରାଣକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ଧାର୍ମିକ ବ୍ୟକ୍ତି ଈଶ୍ବର ତାହାଙ୍କୁ ପରିତ୍ରାଣ କରିବା ପୂର୍ବରୁ ଅନେକ କଷ୍ଟ ଅନୁଭବ କରୁଛନ୍ତି” (ଦେଖ: rc://*/ta/man/translate/figs-activepassive)

the ungodly and the sinner

“ଅଧାର୍ମିକ” ଓ “ପାପୀ” ଶବ୍ଦଗୁଡିକର ଅର୍ଥ ମୌଳିକଭାବରେ ସମାନ ଅଟେ ଓ ଏହି ଲୋକମାନଙ୍କର ଦୁଷ୍ଟତାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ଅଧାର୍ମିକ ପାପୀମାନେ” (ଦେଖ: rc://*/ta/man/translate/figs-doublet)