or_tn/1pe/04/14.md

1.2 KiB

If you are insulted for Christ's name

ଏଠାରେ “ନାମ” ଶବ୍ଦଟି ସ୍ବୟଂ ଖ୍ରୀଷ୍ଟଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବାରୁ ଲୋକେ ତୁମ୍ଭମାନଙ୍କୁ ନିନ୍ଦା କରିବେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metonymy]])

the Spirit of glory and the Spirit of God

ଏ ଉଭୟ ବିଷୟ ପବିତ୍ର ଆତ୍ମାଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଗୌରବମୟ ଆତ୍ମା, ଯେ କି ଈଶ୍ବରଙ୍କ ଆତ୍ମା ଅଟନ୍ତି” କିମ୍ବା “ଈଶ୍ବରଙ୍କ ଗୌରବମୟ ଆତ୍ମା” (ଦେଖ: rc://*/ta/man/translate/figs-parallelism)

is resting on you

ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଛନ୍ତି