or_tn/1pe/04/10.md

549 B

As each one of you has received a gift

ଏହା ବିଶ୍ବାସୀମାନଙ୍କୁ ଈଶ୍ବର ଦେଉଥିବା ବିଶେଷ ଆତ୍ମିକ ଗୁଣକୁ ବୁଝାଏ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ଦାନ ସ୍ବରୂପେ ଗୋଟିଏ ଗୋଟିଏ ବିଶେଷ ଆତ୍ମିକ ଗୁଣ ପାଇଅଛ” (ଦେଖ: rc://*/ta/man/translate/figs-explicit)