or_tn/1pe/04/08.md

1.0 KiB
Raw Permalink Blame History

Above all things

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭାବରେ

for love covers a multitude of sins

ପିତର “ପ୍ରେମ” ବିଷୟରେ ବର୍ଣ୍ଣନା କରୁଛନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି, ଯେ ଅନ୍ୟର ପାପ ଉପରେ ଗୋଟିଏ ଆଚ୍ଛାଦନ ରଖୁଅଛି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେଉଁ ବ୍ୟକ୍ତି ପ୍ରେମ କରେ ସେ ଅପର ବ୍ୟକ୍ତି ପାପ କରିଛି କି ନାହିଁ, ତାହା ଖୋଜେ ନାହିଁ” କିମ୍ବା ) “ପ୍ରେମ କରୁଥିବା ବ୍ୟକ୍ତି ଅନ୍ୟର ପାପକୁ କ୍ଷମା କରିଥାଏ, ଯଦିଓ ସେହି ପାପସବୁ ଅନେକ ହୋଇଥାଏ“ (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])