or_tn/1pe/04/01.md

20 lines
2.1 KiB
Markdown

# Connecting Statement:
ପିତର ଖ୍ରୀଷ୍ଟିୟାନ ଜୀବନ ଯାପନ ବିଷୟରେ ବିଶ୍ବାସୀମାନଙ୍କୁ ଶିକ୍ଷାଦେବା ଜାରିରଖିଛନ୍ତି I ପୂର୍ବ ଅଧ୍ୟାୟର ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ଆପଣା ଚିନ୍ତାଧାରାର ଏକ ସାରାଂଶ ଦେଇ ସେ ତାହା ଆରମ୍ଭ କରୁଛନ୍ତି I
# in the flesh
ଆପଣା ଶରୀରରେ
# arm yourselves with the same intention
“ଆପଣାମାନଙ୍କୁ ସୁସଜ୍ଜିତ କର” ବାକ୍ୟାଂଶଟି ପାଠକମାନଙ୍କୁ ଯୁଦ୍ଧ ନିମନ୍ତେ ସେମାନଙ୍କ ଅସ୍ତ୍ର ସହ ପ୍ରସ୍ତୁତ ହେଉଥିବା ସୈନ୍ୟମାନଙ୍କ ବିଷୟରେ ଚିନ୍ତା କରିବାକୁ ଦିଏ I ଏହା ମଧ୍ୟ “ସେହିପରି ମନ”କୁ ଗୋଟିଏ ଅସ୍ତ୍ର ବା ବୋଧହୁଏ ସଜ୍ଜାର ଏକ ଅଂଶଭାବରେ ଚିତ୍ରଣ କରେ I ଏଠାରେ ଏହି ରୂପକର ଅର୍ଥ ହେଉଛି ଯେ ଯୀଶୁଙ୍କ ସଦୃଶ ବିଶ୍ବାସୀମାନେ ଦୁଃଖଭୋଗ କରିବା ନିମନ୍ତେ ମନରେ ପ୍ରତିବଦ୍ଧ ହେବା ଉଚିତ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଯେପରି ମନ ଥିଲା, ସେହି ପ୍ରକାର ମନ ରଖି ତୁମ୍ଭେମାନେ ଆପଣା ଆପଣାକୁ ପ୍ରସ୍ତୁତ କର” (ଦେଖ: [[rc://*/ta/man/translate/figs-metaphor]])
# in the flesh
ଏଠାରେ “ଶରୀର” ର ଅର୍ଥ “ପାର୍ଥିବ ଶରୀର” ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀରରେ” କିମ୍ବା “ପୃଥିବୀରେ ଥିବା ସମୟରେ”
# has ceased from sin
ପାପ କରିବା ପରିତ୍ୟାଗ କରିଅଛ