or_tn/1pe/03/18.md

1.8 KiB
Raw Permalink Blame History

Connecting Statement:

ଖ୍ରୀଷ୍ଟ କିପରି ଦୁଃଖ ଭୋଗ କଲେ ଓ ଦୁଃଖ ଭୋଗ ଦ୍ବାରା ଖ୍ରୀଷ୍ଟ କଅଣ ହାସଲ କଲେ, ପିତର ତାହା ବୁଝାଉଛନ୍ତି I

so that he would bring us to God

ଏଠାରେ ପିତର ସମ୍ଭବତଃ ଏହି ଅର୍ଥରେ କହୁଛନ୍ତି ଯେ ଆମ୍ଭମାନଙ୍କ ଓ ଈଶ୍ବରଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସୃଷ୍ଟି କରିବାକୁ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ I (ଦେଖ: rc://*/ta/man/translate/figs-metaphor)

He was put to death in the flesh

ଏଠାରେ “ଶରୀର” ଖ୍ରୀଷ୍ଟଙ୍କର ଶରୀରକୁ ବୁଝାଏ; ଖ୍ରୀଷ୍ଟ ଶାରୀରିକ ଭାବରେ ମୃତ୍ୟୁଭୋଗ କଲେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଖ୍ରୀଷ୍ଟଙ୍କୁ ଶାରୀରିକ ଭାବରେ ବଧ କରିଥିଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

he was made alive by the Spirit

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆତ୍ମା ତାହାଙ୍କୁ ଜୀବିତ କଲେ” (ଦେଖ: rc://*/ta/man/translate/figs-activepassive)

by the Spirit

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ବାରା କିମ୍ବା ) ଏକ ଆତ୍ମିକ ଅବସ୍ଥିତିରେ I