or_tn/1pe/03/14.md

1.6 KiB

suffer because of righteousness

ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଭଲ କାର୍ଯ୍ୟ ସକାଶେ ଯଦି ଦୁଃଖ ସହିବାକୁ ପଡ଼ିବ” (ଦେଖ: rc://*/ta/man/translate/figs-abstractnouns)

you are blessed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: rc://*/ta/man/translate/figs-activepassive)

Do not fear what they fear. Do not be troubled

ଏହି ଦୁଇଟି ବାକ୍ୟାଂଶ ଏକାପରି ଅର୍ଥ ପ୍ରକାଶ କରେ ଓ ଗୁରୁତ୍ବ ଦିଏ ଯେ ବିଶ୍ବାସୀମାନେ ସେମାନଙ୍କୁ ତାଡନା କରୁଥିବା ଲୋକମାନଙ୍କୁ ଭୟ କରିବା ଉଚିତ ନୁହେଁ I ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭମାନଙ୍କ ପ୍ରତି କଅଣ କରିବେ ବୋଲି ଭୟଭୀତ ହୁଅ ନାହିଁ” (ଦେଖ: rc://*/ta/man/translate/figs-parallelism)

what they fear

ଏଠାରେ “ସେମାନେ” ଶବ୍ଦଟି ପିତର ଲେଖୁଥିବା ଲୋକମାନଙ୍କର ଅନିଷ୍ଟ କରିବାକୁ ଚାହୁଁଥିବା ଯେ କୌଣସି ଲୋକକୁ ବୁଝାଏ I