or_tn/1pe/03/13.md

1.0 KiB

Connecting Statement:

କିପରି ଖ୍ରୀଷ୍ଟିୟାନ ଜୀବନ ଯାପନ କରିବାକୁ ହେବ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷାଦେବା ଜାରିରଖିଛନ୍ତି I

Who is the one who will harm you if you are eager to do what is good?

ଯଦି ସେମାନେ ଉତ୍ତମ କାର୍ଯ୍ୟ କରିବେ, ତେବେ କେହି ତାହାଙ୍କର ଅନିଷ୍ଟ କରିବା ସମ୍ଭବତଃ ହୋଇ ନ ପାରିବା ବିଷୟକୁ ଗୁରୁତ୍ବ ଦେବାକୁ ପିତର ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିବ, ତେବେ କେହି ତୁମ୍ଭମାନଙ୍କର ଅନିଷ୍ଟ କରିବ ନାହିଁ” (ଦେଖ: rc://*/ta/man/translate/figs-rquestion)