or_tn/1pe/03/12.md

2.1 KiB

The eyes of the Lord see the righteous

“ଦୃଷ୍ଟି” ଶବ୍ଦଟି ପ୍ରଭୁଙ୍କ ଜାଣିବାର ସାମର୍ଥ୍ୟକୁ ବୁଝାଏ I ଧାର୍ମିକ ବ୍ୟକ୍ତିଙ୍କୁ ପ୍ରଭୁ ସମର୍ଥନ କରିବା ବିଷୟରେ କୁହାଯାଏ ଯେ ସେ ସେମାନଙ୍କୁ ଦେଖୁଛନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁ ଧାର୍ମିକକୁ ଦେଖନ୍ତି” କିମ୍ବା “ପ୍ରଭୁ ଧାର୍ମିକକୁ ସମର୍ଥନ କରନ୍ତି” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-metaphor]])

his ears hear their requests

“କର୍ଣ୍ଣ” ଶବ୍ଦଟି ଲୋକମାନେ କହୁଥିବା ବିଷୟ ପ୍ରତି ପ୍ରଭୁଙ୍କର ମନଯୋଗିତାକୁ ବୁଝାଏ I ପ୍ରଭୁ ସେମାନଙ୍କ ବିନତି ଶୁଣନ୍ତି ବିଷୟ ସୂଚାଇଦିଏ ଯେ ସେ ମଧ୍ୟ ସେମାନଙ୍କୁ ଉତ୍ତର ଦିଅନ୍ତି I ବିକଳ୍ପ ଅନୁବାଦ: “ସେ ସେମାନଙ୍କ ବିନତି ଶୁଣନ୍ତି” କିମ୍ବା “ସେ ସେମାନଙ୍କ ବିନତି ସ୍ବୀକାର କରନ୍ତି” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-explicit]])

the face of the Lord is against

“ମୁଖ” ଶବ୍ଦଟି ତାହାଙ୍କ ଶତ୍ରୁମାନଙ୍କୁ ବିରୋଧ କରିବା ନିମନ୍ତେ ପ୍ରଭୁଙ୍କର ଇଚ୍ଛାକୁ ବୁଝାଏ I କାହାକୁ ବିରୋଧ କରିବା ବିଷୟକୁ ସେହି ଲୋକ ବିରୁଦ୍ଧରେ ମୁଖ ରଖିବା ସଦୃଶ ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ପ୍ରଭୁ ବିରୋଧ କରନ୍ତି” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-metaphor]])