or_tn/1pe/03/10.md

1.7 KiB

General Information:

ଏହି ପଦଗୁଡିକରେ ପିତର ଗୀତସଂହିତାରୁ ଉଦ୍ଧୃତ କରୁଛନ୍ତି I (ଦେଖ: rc://*/ta/man/translate/figs-explicit)

to love life and see good days

ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଓ ଏକ ଉତ୍ତମ ଜୀବନ ପାଇବାର ଇଚ୍ଛାକୁ ଗୁରୁତ୍ବ ଦେଉଛି I (ଦେଖ: rc://*/ta/man/translate/figs-parallelism)

see good days

ଏଠାରେ ଉତ୍ତମ ବିଷୟକୁ ଅନୁଭବ କରିବାର ଅର୍ଥ ଉତ୍ତମ ବିଷୟକୁ ଦେଖିବା ସଦୁଶ ବୋଲି କୁହାଯାଉଛି I “ଦିନ” ଶବ୍ଦଟି ଜଣକର ଜୀବନକାଳକୁ ବୁଝାଏ I ବିକଳ୍ପ ଅନୁବାଦ: “ଜୀବନକାଳରେ ଉତ୍ତମ ବିଷୟକୁ ଅନୁଭବ କର” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

stop his tongue from evil and his lips from speaking deceit

“ଜିହ୍ବା” ଓ “ଓଷ୍ଠାଧର” କହୁଥିବା ଲୋକକୁ ବୁଝାଏ I ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକ ଭାବରେ ସମାନ ଓ ମିଥ୍ୟା ନ କହିବାର ଆଜ୍ଞାକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ମନ୍ଦ କଥା ଓ ପ୍ରବଞ୍ଚନାର କଥା କହିବା ବନ୍ଦ କର” (ଦେଖ: [[rc:///ta/man/translate/figs-parallelism]] ଓ [[rc:///ta/man/translate/figs-synecdoche]])