or_tn/1pe/03/09.md

2.0 KiB

Do not pay back evil for evil or insult for insult

ପିତର ଅନ୍ୟ ଜଣକର କାର୍ଯ୍ୟ ପ୍ରତି ପ୍ରତ୍ୟୁତ୍ତର ଦେବା ବିଷୟକୁ ସେହି କାର୍ଯ୍ୟସବୁର ପ୍ରତିବଦଳ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତି ମନ୍ଦ କରୁଥିବା ଲୋକମାନଙ୍କ ପ୍ରତିବଦଳେ ମନ୍ଦ କର ନାହିଁ କିମ୍ବା ଅପମାନ କରୁଥିବା ଲୋକମାନଙ୍କର ଅପମାନ କର ନାହିଁ” (ଦେଖ: rc://*/ta/man/translate/figs-metaphor)

continue to bless

ତୁମେ ଆଶୀର୍ବାଦର ବିଷୟକୁ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତି ମନ୍ଦ ଓ ଅପମାନ କରୁଥିବା ଲୋକମାନଙ୍କୁ ଆଶୀର୍ବାଦ କରୁଥାଅ” (ଦେଖ: rc://*/ta/man/translate/figs-explicit)

for this you were called

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏଥିପାଇଁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

that you might inherit a blessing

ପିତର ଈଶ୍ବରଙ୍କ ଆଶୀର୍ବାଦ ପାଇବା ବିଷୟକୁ ଅଧିକାର ପାଇବା ବିଷୟ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଚିରସ୍ଥାୟୀ ଅଧିକାର ସ୍ବରୂପ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ” (ଦେଖ: rc://*/ta/man/translate/figs-metaphor)