or_tn/1pe/03/04.md

1.4 KiB

the inner person of the heart

ଏଠାରେ “ଗୁପ୍ତ ସ୍ବଭାବ” ଓ “ହୃଦୟ” ଜଣେ ଲୋକର ଆନ୍ତରିକ ଚରିତ୍ର ଓ ବ୍ୟକ୍ତିତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରକୃତରେ ଅନ୍ତରରେ ତୁମ୍ଭେମାନେ କି ପ୍ରକାର ଲୋକ” (ଦେଖ: rc://*/ta/man/translate/figs-metonymy)

a gentle and quiet spirit

ଏକ କୋମଳ ଓ ଶାନ୍ତିଯୁକ୍ତ ସ୍ବଭାବ I ଏଠାରେ “ଶାନ୍ତ”ର ଅର୍ଥ ଶାନ୍ତିପୂର୍ଣ୍ଣ” ବା “ଧୀରସ୍ଥିର” ଅଟେ I “ଆତ୍ମା” ଶବ୍ଦଟି ଜଣେ ଲୋକର ମନୋଭାବ ବା ସ୍ବଭାବକୁ ବୁଝାଏ I

which is precious before God

ପିତର ଜଣେ ଲୋକ ସମ୍ବନ୍ଧରେ ଈଶ୍ବରଙ୍କ ମତାମତ ବିଷୟରେ କହନ୍ତି ଯେ ସତେ ଯେପରି ଲୋକଟି ପ୍ରତ୍ୟକ୍ଷ ଭାବରେ ଈଶ୍ବରଙ୍କ ସମ୍ମୁଖରେ ଠିଆ ହୋଇଛି I ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ବର ବହୁମୂଲ୍ୟ ବୋଲି ବିବେଚନା କରନ୍ତି” (ଦେଖ: rc://*/ta/man/translate/figs-metaphor)