or_tn/1pe/02/11.md

1.9 KiB

General Information:

କିପରି ଖ୍ରୀଷ୍ଟିୟାନ ଜୀବନ ଯାପନ କରିବାକୁ ହେବ, ସେ ବିଷୟରେ ପିତର କହିବାକୁ ଆରମ୍ଭ କରୁଛନ୍ତି I

foreigners and exiles

ଏହି ଦୁଇଟି ଶବ୍ଦର ଅର୍ଥ ମୌଳିକ ଭାବରେ ସମାନ I ପିତର ଆପଣା ପାଠକମାନଙ୍କୁ ସେମାନଙ୍କ ଗୃହରୁ ଦୂରରେ ବିଭିନ୍ନ ଦେଶ ଗୁଡିକରେ ବାସ କରୁଥିବା ଲୋକମାନେ ବୋଲି କହୁଛନ୍ତି I ଦେଖ ତୁମେ “ବିଦେଶୀ”କୁ କିପରି ୧ ପିତର ୧:୧ରେ ଅନୁବାଦ କଲ I (ଦେଖ: [[rc:///ta/man/translate/figs-doublet]] ଓ [[rc:///ta/man/translate/figs-metaphor]])

to abstain from fleshly desires

ଏଠାରେ ଶରୀରର ଚିନ୍ତାଧାରା ଏହି ପତିତ ଜଗତରେ ମନୁଷ୍ୟର ପାପମୟ ସ୍ବଭାବକୁ ବୁଝାଏ I ବିକଳ୍ପ ଅନୁବାଦ: “ପାପମୟ ଅଭିଳାଷର ବଶୀଭୂତ ନ ହେବାକୁ” (ଦେଖ: rc://*/ta/man/translate/figs-metaphor)

make war against your soul

ଏଠାରେ “ଆତ୍ମା” ଜଣେ ବ୍ୟକ୍ତିର ଆତ୍ମିକ ଜୀବନକୁ ବୁଝାଏ I ପିତର ପାପର ଅଭିଳାଷକୁ ବିଶ୍ବାସୀମାନଙ୍କ ଆତ୍ମିକ ଜୀବନକୁ ବିନଷ୍ଟ କରିବାକୁ ଚେଷ୍ଟା କରୁଥିବା ସୈନିକ ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଆତ୍ମିକ ଜୀବନକୁ ବିନଷ୍ଟ କରିବାକୁ ଚାହାନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])