or_tn/1pe/02/04.md

1.8 KiB
Raw Permalink Blame History

General Information:

ପିତର ଯୀଶୁ ଓ ବିଶ୍ବାସୀମାନଙ୍କ ବିଷୟରେ ଜୀବନ୍ତ ପ୍ରସ୍ତର ହେବା ବିଷୟକ ରୂପକ କହିବାକୁ ଆରମ୍ଭ କରୁଛନ୍ତି I (ଦେଖ: rc://*/ta/man/translate/figs-metaphor)

Come to him who is a living stone

ପିତର ଯୀଶୁଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ଗୃହର ଗୋଟିଏ ପ୍ରସ୍ତର ଅଟନ୍ତି I ବିକଳ୍ପ ଅନୁବାଦ: “ତାହାଙ୍କ ନିକଟକୁ ଆସ, ଯେ କି ଗୃହର ପ୍ରସ୍ତର ସ୍ବରୂପ ଅଟନ୍ତି, ମୃତ ନୁହେଁ, ମାତ୍ର ଏକ ଜୀବନ୍ତ ପ୍ରସ୍ତର” (ଦେଖ: rc://*/ta/man/translate/figs-metaphor)

who is a living stone

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯେ କି ଜୀବନ୍ତ ପ୍ରସ୍ତର” କିମ୍ବା ) “ଯେ କି ଜୀବନ ଦେଉଥିବା ପ୍ରସ୍ତର I”

that has been rejected by people

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଅଗ୍ରାହ୍ୟ କଲେ” (ଦେଖ: rc://*/ta/man/translate/figs-activepassive)

but that has been chosen by God

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଯାହାକୁ ଈଶ୍ବର ମନୋନୀତ କଲେ” (ଦେଖ: rc://*/ta/man/translate/figs-activepassive)