or_tn/1pe/02/03.md

476 B

if you have tasted that the Lord is kind

ଏଠାରେ ଆସ୍ବାଦନ କରିବାର ଅର୍ଥ ହେଉଛି ବ୍ୟକ୍ତିଗତ ଭାବରେ କିଛି ଅନୁଭବ କରିବା I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ପ୍ରଭୁଙ୍କ ଦୟା ଅନୁଭବ କରିଛ” (ଦେଖ: rc://*/ta/man/translate/figs-metaphor)