or_tn/1pe/02/01.md

1.2 KiB

Connecting Statement:

ପବିତ୍ରତା ଓ ଆଜ୍ଞାବହତା ବିଷୟରେ ପିତର ଶିକ୍ଷା ଦେଇଚାଲିଛନ୍ତି I

Therefore put aside all evil, all deceit, hypocrisy, envy, and all slander

ଏହି ପାପପୂର୍ଣ୍ଣ କାର୍ଯ୍ୟଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା କିଛି ପଦାର୍ଥ, ଯାହାକୁ ଲୋକେ ଫିଙ୍ଗିଦେଇ ପାରିବେ I ଏଠାରେ “ଅତଏବ” ଶବ୍ଦଟି ପିତର ପୂର୍ବ ପଦଗୁଡିକରେ କହିଥିବା ପବିତ୍ର ଓ ଆଜ୍ଞାବହ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଅତଏବ, ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟତା, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କର” କିମ୍ବା “ଅତଏବ, ଦୁଷ୍ଟହେବାକୁ, ଛଳହେବାକୁ, କପଟହେବାକୁ, ଈର୍ଷାନ୍ବିତହେବାକୁ ଓ ପରନିନ୍ଦା କରିବାକୁ ବନ୍ଦ କର” (ଦେଖ: rc://*/ta/man/translate/figs-metaphor)