or_tn/1pe/01/24.md

12 lines
1.8 KiB
Markdown

# General Information:
ପିତର ଏହି ପଦଗୁଡିକରେ ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି ପୁଣି ଏବେ ସେ ଯାହା କହିଛନ୍ତି ତାହା ସହିତ ସମ୍ପୃକ୍ତ କରି କହୁଛନ୍ତି ଯେ ସେମାନେ ଅକ୍ଷୟ ବୀଜରୁ ଜାତ I
# All flesh is like grass, and all its
“ମର୍ତ୍ତ୍ୟ” ଶବ୍ଦଟି ମନୁଷ୍ୟ ଜାତିକୁ ବୁଝାଏ I ଭାବବାଦୀ ଯିଶାଇୟ ମନୁଷ୍ୟଜାତିକୁ ବୃଦ୍ଧିପାଇ ଶୀଘ୍ର ମରିଯାଉଥିବା ତୃଣ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ମରିଯାଉଥିବା ତୃଣ ସଦୃଶ ସମସ୍ତ ଲୋକେ ଓ ସେମାନଙ୍କର ସବୁକିଛି ମରିବେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-simile]])
# glory is like the wild flower of the grass
ଏଠାରେ “ଗୌରବ” ଶବ୍ଦଟି ସୌନ୍ଦର୍ଯ୍ୟ ବା ଉତ୍ତମତାକୁ ବୁଝାଏ I ଲୋକେ ମନୁଷ୍ୟଜାତି ବିଷୟରେ ଉତ୍ତମ ବା ସୁନ୍ଦର ବୋଲି ବିବେଚନା କରୁଥିବା ବିଷୟକୁ ଯିଶାଇୟ ଭାବବାଦୀ ଶୀଘ୍ର ମରିଯାଉଥିବା ପୁଷ୍ପ ସହତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ପୁଷ୍ପ ଶୀଘ୍ର ମରିଯାଏ, ସେହିପରି ଉତ୍ତମତା ମଧ୍ୟ ଶୀଘ୍ର ବନ୍ଦ ହୋଇଯାଏ"" (ଦେଖ: [[rc://*/ta/man/translate/figs-simile]])