or_tn/1pe/01/22.md

1.7 KiB

You made your souls pure

ଏଠାରେ “ଆତ୍ମା” ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣାମାନଙ୍କୁ ଶୁଚି କଲ” (ଦେଖ: rc://*/ta/man/translate/figs-synecdoche)

pure

ଏଠାରେ ଶୁଚିତାର ଚିନ୍ତାଧାରା ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ ହେବା ବିଷୟକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

by obedience to the truth

ତୁମେ ଏହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ସତ୍ୟର ଆଜ୍ଞାବହ ହୋଇ” (ଦେଖ: rc://*/ta/man/translate/figs-abstractnouns)

brotherly love

ଏହା ସହବିଶ୍ବାସୀମାନଙ୍କ ମଧ୍ୟରେ ଥିବା ପ୍ରେମକୁ ବୁଝାଏ I

love one another earnestly from the heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ବା ଆବେଗକୁ ବୁଝାଏ I “ଅନ୍ତର ସହ” ଜଣକୁ ପ୍ରେମ କରିବାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ସମର୍ପଣ ସହ ସମ୍ପୂର୍ଣ୍ଣ ଭାବରେ ଜଣକୁ ପ୍ରେମ କରିବା I ବିକଳ୍ପ ଅନୁବାଦ: “ଏକାଗ୍ର ଭାବରେ ଓ ସମ୍ପୂର୍ଣ୍ଣ ଭାବରେ ପରସ୍ପରକୁ ପ୍ରେମ କର” (ଦେଖ: rc://*/ta/man/translate/figs-metonymy)