or_tn/1pe/01/21.md

778 B

who raised him from the dead

ଏଠାରେ ଉଠାଇବା ହେଉଛି ଗୋଟିଏ ରୂଢ଼ି, ଯାହାର ଅର୍ଥ ମରିଯାଇଥିବା ଲୋକକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ଯେ ତାହାଙ୍କୁ ପୁନର୍ବାର ଜୀବିତ କଲେ, ଯେପରି ସେ ଆଉ ମୃତମାନଙ୍କ ମଧ୍ୟରେ ରହିବେ ନାହିଁ”

and gave him glory

ଆଉ ତାହାଙ୍କୁ ଗୌରବାନ୍ବିତ କଲେ କିମ୍ବା “ଦେଖାଇଲେ ଯେ ସେ ଗୌରବାନ୍ବିତ ଅଟନ୍ତି” (ଦେଖ: rc://*/ta/man/translate/figs-abstractnouns)