or_tn/1pe/01/16.md

538 B

For it is written

ଏହା ଶାସ୍ତ୍ରରେ ଥିବା ଈଶ୍ବରଙ୍କ ବାକ୍ୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର କହିଥିଲେ” (ଦେଖ: rc://*/ta/man/translate/figs-activepassive)

Be holy, because I am holy

ଏଠାରେ “ଆମ୍ଭେ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I