or_tn/1pe/01/09.md

1.1 KiB

the salvation of your souls

ଏଠାରେ “ଆତ୍ମା” ସମଗ୍ର ବ୍ୟକ୍ତିକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ପରିତ୍ରାଣ”କୁ ଗୋଟିଏ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପରିତ୍ରାଣ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ପରିତ୍ରାଣ ଦେଉଛନ୍ତି” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-abstractnouns]])

salvation

ଏହି ଶବ୍ଦଗୁଡିକ ସତେ ଯେପରି ଗୋଟିଏ ପଦାର୍ଥ ପରି ଚିନ୍ତାଧାରା ପ୍ରକାଶ କରୁଛି I ବାସ୍ତବରେ, “ପରିତ୍ରାଣ” ଆମ୍ଭମାନଙ୍କୁ ପରିତ୍ରାଣ କରିବାର ଈଶ୍ବରଙ୍କ କାର୍ଯ୍ୟକୁ ବା ଏହାର ଫଳସ୍ବରୂପେ କଅଣ ହୁଏ, ସେ ବିଷୟକୁ ବୁଝାଏ I