or_tn/1pe/01/04.md

1.7 KiB

This is for an inheritance

ଗୋଟିଏ କ୍ରିୟା ବ୍ୟବହାର କରି ତୁମେ ଏହାକୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ; “ଏକ ଅଧିକାର ପାଇବା ନିମନ୍ତେ ଆମ୍ଭେମାନେ ଦୃଢ଼ବିଶ୍ବାସର ସହିତ ଅପେକ୍ଷା କରୁଅଛୁ” (ଦେଖ: rc://*/ta/man/translate/figs-abstractnouns)

inheritance

ବିଶ୍ବାସୀମାନଙ୍କୁ ଈଶ୍ବର ପ୍ରତିଜ୍ଞା କରିଥିବା ବିଷୟ ପାଇବା ସମ୍ବନ୍ଧରେ କୁହାଯାଏ ଯେ ସତେ ଯେପରି ଏହା ଜଣେ ପରିବାରର ସଦସ୍ୟଙ୍କଠାରୁ ଧନ ସମ୍ପତ୍ତି ଅଧିକାର କରୁଛି I (ଦେଖ: rc://*/ta/man/translate/figs-metaphor)

will not perish, will not become stained, and will not fade away

ଅଧିକାରକୁ ସିଦ୍ଧ ଓ ଅନନ୍ତକାଳୀନ ବିଷୟ ଭାବରେ ବର୍ଣ୍ଣନା କରିବା ପାଇଁ ପିତର ତିନୋଟି ଏକାପରି ବାକ୍ୟାଂଶକୁ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-metaphor)

It is reserved in heaven for you

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ନିମନ୍ତେ ଏହାକୁ ସ୍ବର୍ଗରେ ସଞ୍ଚିତ କରି ରଖୁଛନ୍ତି I (ଦେଖ: rc://*/ta/man/translate/figs-activepassive)