or_tn/1pe/01/03.md

1.1 KiB

General Information:

ପିତର ବିଶ୍ବାସୀମାନଙ୍କ ପରିତ୍ରାଣ ଓ ବିଶ୍ବାସ ବିଷୟରେ କହିବାକୁ ଆରମ୍ଭ କରନ୍ତି I ଏଠାରେ ସେ ଗୋଟିଏ ରୂପକକୁ ବିସ୍ତୃତଭାବରେ ବୁଝାଉଛନ୍ତି ଯେ ଯାହା ଈଶ୍ବର ବିଶ୍ବାସୀମାନଙ୍କ ନିମନ୍ତେ ପ୍ରତିଜ୍ଞା କରିଛନ୍ତି, ସେ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ସେମାନଙ୍କ ନିକଟକୁ ଆସିଥବା ଗୋଟିଏ ଉତ୍ତରାଧିକାର ଅଟେ I

our Lord Jesus Christ ... has given us new birth

“ଆମ୍ଭମାନଙ୍କ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ପିତର ଓ ସେ ଲେଖୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

he has given us new birth

ସେ ଆମ୍ଭମାନଙ୍କୁ ପୁନର୍ଜନ୍ମ ଦେଇଛନ୍ତି