or_tn/1jn/05/intro.md

2.2 KiB

ଯୋହନ ୦୫ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ

ସନ୍ତନଗଣ ଈଶ୍ବରଙ୍କଠାରୁ ଜାତ ହୁଅନ୍ତି

ଯେତେବେଳେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ ଆପଣା ସନ୍ତାନ କରନ୍ତି ଏବଂ ସେମାନଙ୍କୁ ଅନନ୍ତ ଜୀବନ ଦାନ କରନ୍ତି. (ଦେଖ: rc://*/tw/dict/bible/kt/believe)

ଖ୍ରୀଷ୍ଟିଆନ ସ୍ବଭାବ

ଯେଉଁ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ଉଚିତ୍ ଏବଂ ତାହାଙ୍କ ସନ୍ତାନମାନଙ୍କୁ ପ୍ରେମ କରିବା ଉଚିତ୍ ।

ଏହି ଅଧ୍ୟାୟରେ ଅନ୍ୟ ଏକ ଅନୁବାଦ କରିବା କଷ୍ଟକର ଅଟେ ।

ମୃତ୍ୟୁ

ଯେତେବେଳେ ଯୋହନ ଏହି ଅଧ୍ୟାୟରେ ମୃତ୍ୟୁ ବିଷୟରେ ଲେଖନ୍ତି, ସେ ଶାରୀରିକ ମୃତ୍ୟୁ ବିଷୟରେ ଉଲ୍ଲେଖ କରନ୍ତି । (ଦେଖ: rc://*/tw/dict/bible/other/death)

” ଏହି ସମଗ୍ର ଜଗତ ଏକ ମନ୍ଦ ଶକ୍ତିରେ ପରିପୂର୍ଣ୍ଣ ହୋଇଅଛି”

“ଏକ ମନ୍ଦ” ବାକ୍ୟାଂଶ ଶୟତାନକୁ ସୂଚିତ କରେ । ଈଶ୍ବର ତାହାକୁ ଜଗତ ଉପରେ ଶାସନ କରିବାକୁ ଅନୁମତି ଦେଇଅଛନ୍ତି, କିନ୍ତୁ ଈଶ୍ବର ପ୍ରତ୍ୟେକ ବିଷୟରେ ନିୟତ୍ରଣ ରଖିଛନ୍ତି । ଈଶ୍ବର ତାହାଙ୍କ ସନ୍ତାନମାନଙ୍କୁ ମନ୍ଦରୁ ବା ଶୟତାନଠାରୁ ସୁରକ୍ଷିତ ରଖନ୍ତି । (ଦେଖ: rc://*/tw/dict/bible/kt/satan)