or_tn/1jn/05/13.md

1.3 KiB

General Information:

ଏହା ଯୋହନଙ୍କ ପତ୍ରର ଶେଷରେ ଆରମ୍ଭ ହୋଇଛି । ସେ ତାହାଙ୍କ ପାଠକମାନଙ୍କୁ ତାହାଙ୍କ ପତ୍ରର ଶେଷ ଉଦେଶ୍ବ କହନ୍ତି ଏବଂ ସେମାନଙ୍କୁ କିଛି ଶେଷ ଶିକ୍ଷା ଦିଅନ୍ତି ।

these things

ଏହି ପତ୍ର

to you who believe in the name of the Son of God

ଏଠାରେ “ନାମ” ଶଦ୍ଦ ଈଶ୍ବରଙ୍କ ପୁତ୍ରଙ୍କ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ନିମନ୍ତେ ଯେଉଁମାନେ ଈଶ୍ବରଙ୍କ ପୁତ୍ରଠାରେ ବିଶ୍ବାସ କରନ୍ତି” (ଦେଖ: rc://*/ta/man/translate/figs-metonymy)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଇଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ. (ଦେଖ: rc://*/ta/man/translate/guidelines-sonofgodprinciples)