12 lines
2.1 KiB
Markdown
12 lines
2.1 KiB
Markdown
# Connecting Statement:
|
|
|
|
ଯୋହନ ଯୀଶୁ ଖ୍ରୀଷ୍ଟ ଏବଂ ଈଶ୍ବର ଯାହା ତାହାଙ୍କ ବିଷୟରେ କହନ୍ତି ସେହି ବିଷୟରେ ଶିକ୍ଷା ଦିଅନ୍ତି ।
|
|
|
|
# This is the one who came by water and blood: Jesus Christ
|
|
|
|
ଯୀଶୁ ଖ୍ରୀଷ୍ଟ ଜଣେ ଅଟନ୍ତି ଯେ ଜଳ ଏବଂ ରକ୍ତ ଦ୍ବାରା ଜାତ ହେଲେ । ଏଠାରେ “ଜଳ” ସମ୍ଭବତଃ ଯୀଶୁଙ୍କ ବାପ୍ତିସ୍ମ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ହୋଇପାରେ ଏବଂ “ରକ୍ତ” କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ନିମନ୍ତେ ଅର୍ଥ ପ୍ରକାଶ କରେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଦର୍ଶାଇଛନ୍ତି ଯେ ଯୀଶୁଙ୍କ ବାପ୍ତିସ୍ମ ଏବଂ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ଦ୍ବାରା ଯୀଶୁ ଖ୍ରୀଷ୍ଟ ତାହାଙ୍କ ପୁତ୍ର ଅଟନ୍ତି” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# He came not only by water, but also by water and blood
|
|
|
|
ଏଠାରେ “ଜଳ” ସମ୍ଭବତଃ ଯୀଶୁଙ୍କ ବପ୍ତିସ୍ମ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ହୋଇପାରେ, ଏବଂ “ରକ୍ତ” କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ନିମନ୍ତେ ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର କେବଳ ଯୀଶୁଙ୍କ ବାପ୍ତିସ୍ମ ଦ୍ବାରା ଯୀଶୁଙ୍କୁ ତାହାଙ୍କ ପୁତ୍ର ହେବା ଦର୍ଶାଇ ନାହାନ୍ତି, କିନ୍ତୁ ତାହାଙ୍କ ବାପ୍ତିସ୍ମ ଏବଂ କ୍ରୁଶ ଉପରେ ତାହାଙ୍କ ମୃତ୍ୟୁ ଦ୍ବାରା ପ୍ରକାଶିତ କରିଅଛନ୍ତି” (ଦେଖ: [[rc://*/ta/man/translate/figs-metonymy]])
|