or_tn/1jn/04/intro.md

2.2 KiB

୧ମ ଯୋହନ ୦୪ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ

ଆତ୍ମା

ଏହି ଅଧ୍ୟାୟରେ “ଆତ୍ମା” ଶଦ୍ଦ ବିଭିନ୍ନ ପ୍ରସଙ୍ଗରେ ବ୍ୟବହାର କରାଯାଇଛି । ଅନେକସମୟରେ “ଆତ୍ମା” ଶବ୍ଦ ଆତ୍ମିକ ସମ୍ଭନ୍ଧିୟ ବିଷୟକୁ ସୂଚିତ କରେ । ଅନେକସମୟରେ ଏହା କେତେକ ବିଷୟର ଚରିତ୍ରକୁ ସୂଚିତ କରେ । ଉଦାହରଣ ସ୍ବରୂପ, “ଭଣ୍ଡ ଖ୍ରୀଷ୍ଟଙ୍କ ଆତ୍ମା,” “ସତ୍ୟର ଆତ୍ମା,” ଏବଂ “ତ୍ରୁଟିର ଆତ୍ମା” ଦର୍ଶାଏ ଯାହା ଭଣ୍ଡଖ୍ରୀଷ୍ଟ, ସତ୍ୟ, ଏବଂ ମିଥ୍ୟାର ନମୁନା ଅଟେ । “ଆତ୍ମା” {ଏକ ବଡ ଅକ୍ଷର ""S"" ରେ ଲେଖା ହୋଇଅଛି} ଏବଂ “ଈଶ୍ବରଙ୍କ ଆତ୍ମା” ଈଶ୍ବରଙ୍କୁ ଦର୍ଶାଏ । (ଦେଖ: rc://*/tw/dict/bible/kt/antichrist)

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦର ସମସ୍ୟାମାନ

ପ୍ରେମମୟ ଈଶ୍ବର

ଯଦି ଲୋକମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି, ସେମାନେ ଅନ୍ୟମାନଙ୍କୁ ସେମାନଙ୍କ ଜୀବନ ଶୈଳୀରେ ବା ସେମାନଙ୍କ ଆଚରଣରେ ଦେଖାଇବା ଉଚିତ । ସେମାନେ ଏପରି କରିବା ଦ୍ବାରା ଆମମାନଙ୍କୁ ହୁଏତ ନିଶ୍ଚିତ କରନ୍ତି ଯେ ଈଶ୍ବର ଆମମାନଙ୍କୁ ଉଦ୍ଧାର କରିଛନ୍ତି ଏବଂ ଆମେମାନେ ତାହାଉଙ୍କର ଅଟୁ, ଅନ୍ୟମାନଙ୍କୁ ପ୍ରେମ କରିବା ଆମମାନଙ୍କୁ ଉଦ୍ଧାର କରେ ନାହିଁ । (ଦେଖ: rc://*/tw/dict/bible/kt/save)